Saturday, 20 September, 2025г.
russian english deutsch french spanish portuguese czech greek georgian chinese japanese korean indonesian turkish thai uzbek

пример: покупка автомобиля в Запорожье

 

KETE KALA RE MANA | କେତେ କାଳ ରେ ମନ | AMIT PANI | SUPERHIT CHRISTIAN SONG | NEW ODIA CHRISTIAN SONG

KETE KALA RE MANA | କେତେ କାଳ ରେ ମନ | AMIT PANI | SUPERHIT CHRISTIAN SONG | NEW ODIA CHRISTIAN SONGУ вашего броузера проблема в совместимости с HTML5
Full Lyrics : କେତେ କାଳ ରେ ମନ ପାପରେ ଥିବୁ ମିଛ ମାୟା ଜଞ୍ଜାଳେ ପଡ଼ି ରହିବୁ ନିଜ ଜୀବନକୁ କେବେ ସଜାଡ଼ିବୁ ଯୀଶୁ ନିକଟକୁ କେବେ ତୁ ଫେରିବୁ ବିଳାସ ବ୍ୟସନ ଚିତ୍ତବିନୋଦନ ଆଉ କେତେ ଦିନ କରୁଥିବୁ..... ନିଜ ଜୀବନକୁ କେବେ ସଜାଡ଼ିବୁ ଯୀଶୁ ନିକଟକୁ କେବେ ତୁ ଫେରିବୁ =୦= ଜଗତର ପଛେ କେତେ ହେବୁ ଧାବମାନ ଭୋଗ ବିଳାସରେ କେତେ କାଟୁଥିବୁ ଦିନ ଅନ୍ୟାୟ ଭାବରେ କେତେ ଅରଜିବୁ ଧନ ମନ୍ଦ ଅଭିଳାଷେ କେତେ ଦେବୁ ତୋର ମନ... ରଙ୍ଗ ରସ ସବୁ ଯଦି ନ ଛାଡ଼ିବୁ ନରକ ଯନ୍ତ୍ରଣା ଦିନେ ତୁ ଭୋଗିବୁ... ନିଜ ଜୀବନକୁ କେବେ ସଜାଡ଼ିବୁ ଯୀଶୁ ନିକଟକୁ କେବେ ତୁ ଫେରିବୁ....=୧= ଜଗତର ସୁଖ ସବୁ ଅଟେ ଦିଦିନିଆ ତଥାପି ବୁଝୁନୁ କାହିଁ ହେଉ ଅମାନିଆ ଫେରିଆ ଫେରିଆ ଧନ ଛାଡ଼ି ମୋହମାୟା ଯୀଶୁଙ୍କୁ ଦେଇଯା ମନ ହେବେ ତୋର ସାହା... ଯଦି ତୁ ଯୀଶୁଙ୍କୁ ହୃଦେ ସ୍ଥାନ ଦେବୁ ଅନନ୍ତ ଜୀବନ ନିଶ୍ଚେ ତୁ ଲଭିବୁ.... ନିଜ ଜୀବନକୁ କେବେ ସଜାଡ଼ିବୁ ଯୀଶୁ ନିକଟକୁ କେବେ ତୁ ଫେରିବୁ..=୨= ଗୀତ ରଚନା ଓ ସ୍ୱର ସଂଯୋଜନା ଅମିତ୍ ବଡ଼ନାୟକ (ଶିକ୍ଷକ) (8895583382) କଣ୍ଠଦାନ - ଅମିତ୍ ପାଣି (ସୁସମାଚାର ଗାୟକ) SONG CREDITS : * SONG : KETE KALA RE MANA (କେତେ କାଳ ରେ ମନ) * SINGER : Amit Pani (Gospel Singer) * LYRICS : Amit Badanayak * MUSIC : Amit Badanayak (8895583382) * Music Arrangement : Amit Badanayak & Chinu Limma * Recording & Mixing : MRR STUDIO, CUTTACK * Recordist : Saktiswar mohapatra * Edited by : Amit Badanayak * Music label : AB music * WhatsApp : 8895583382 କେତେବେଳେ ଚାଲିଯିବ ଜୀବନ (Humane Sagar) https://youtu.be/2PC9FlBJKUE କମ୍ପିଉଠେ ଏ ଧରା ଧାମ (Amit Pani) https://youtu.be/ooUFLhFmFr4 ପରିବର୍ତ୍ତନ 2 ଭକ୍ତି ସଙ୍ଗୀତ ଅର୍ଘ୍ୟର ସମସ୍ତ ଗୀତର Link https://www.youtube.com/playlist?list=PLeIP79yiclOh32taJn4Zvypn0zaYF2K-w " Amit Badanayak " ଏବଂ AB music ଦ୍ଵାରା ପ୍ରସ୍ତୁତ ଏହି Studio Version ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button ? ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD || Youtube : https://www.youtube.com/AmitBadanayak Facebook : https://m.facebook.com/abmusic1 Twitter : https://twitter.com/amitbadanayak My website : https://amitbadanayak.blogspot.com #ketekalaremana #newodiachristiansong #amitbadanayak #amitpanichristiansong #humanesagarchristiansong !!* ANTI-PIRACY WARNING *!! This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Мой аккаунт