Saturday, 13 September, 2025г.
russian english deutsch french spanish portuguese czech greek georgian chinese japanese korean indonesian turkish thai uzbek

пример: покупка автомобиля в Запорожье

 

Guru Bara Boli - Bohu Mun Odiani (Mana Basa Gurubara Song) ବୋହୁ ମୁଁ ଓଡିଆଣୀ | Namita Agrawal

Guru Bara Boli - Bohu Mun Odiani (Mana Basa Gurubara Song) ବୋହୁ ମୁଁ ଓଡିଆଣୀ | Namita AgrawalУ вашего броузера проблема в совместимости с HTML5
Guru Bara Boli-Bohu Mun Odiani.. ଏହି ଭଜନଟି ମଗୁଶୁର ମାଣବସା ଗୁରୁବାର ଉପରେ ଆଧାରିତ l Song : Guru Bara Boli-Bohu Mun Odiani Singer: Namita Agrawal Lyrics : Arun Mantri & Bijay Malla Music Director : Baidyanath Dash Dub At : Sidharth Studio Song Dub By : Muna & Bubu Song Mastering Engineer : SitaramAgrawal & Swapnajit Sabath Editor : Pappu Producer : Sitaram Agrawal & Namita Agrawal Music Label : Sidharth Music Banner : Sidharth TV ~ Song Lyric ~ ଗୁରୁବାର ବୋଲି ରାତିରୁ ଉଠିଲି ଛିଞ୍ଚିଲି ଗୋବର ପାଣି ବୋହୂ ମୁଁ ଓଡିଆଣୀ ଗାଧେଇ ଆସିଲି ଝୋଟି ପକେଇଲି ସଜେଇଲି ଧାନବେଣୀ ବୋହୂ ମୁଁ ଓଡିଆଣୀ ଖଟୁଲି ଉପରେ ବସେଇ ମାଣ ପଢିଲି ବସି ମୁଁ ଲକ୍ଷ୍ମୀପୁରାଣ ଆସ,ମାଆ ଲକ୍ଷ୍ମୀଠାକୁରାଣୀ ବୋହୂ ମୁଁ ଓଡିଆଣୀ… ଘର ଅମାର ମୋ ଭରି ଭରି ଯିବ ମାଆ ଲକ୍ଷ୍ମୀ ହେଲେ ତୋଷ ରାଜା ହୁଏ ପରା ଦାଣ୍ଡର ଭିକାରୀ ଯଦି ସେ କରନ୍ତି ରୋଷ ଚଞ୍ଚଳା ସିନା ସେ କରୁଣାମୟୀ କରୁଣା କଲେ ସେ ଅନ୍ନ ମିଳଇ ସେ ତ,ଜଗତର ମାଲିକାଣୀ ବୋହୂ ମୁଁ ଓଡିଆଣୀ… ନାଲିପାଟ ଶାଢୀ ମାଣରେ ପିନ୍ଧେଇ ପିନ୍ଧିଲି ହଳଦୀ ଶାଢୀ ମାୟା ପଦ୍ମାଳୟା କରିଥିବ ଦୟା ଯିବନି ମୋ ଘର ଛାଡି ସାରା ଜୀବନକୁ କଲି ଭରସା ମଗୁଶୁରେ କଲି ମୁଁ ମାଣବସା ମୋର,ସାହା ବିଷ୍ଣୁ ପାଟରାଣୀ ବୋହୂ ମୁଁ ଓଡିଆଣୀ… "Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" YouTube Channelକୁ Subscribe କରନ୍ତୁ ଓ Bell ? ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I #SidharthMusic #SidharthTV #SitaramAgrawal #NamitaAgrawal #SidharthBhakti #SidharthTV #NamitaAgrawal #SidharthMusic #OdiaAgana #SitaramAgrawal
Мой аккаунт